ଜଗଦ୍ଗୌରୀ

ଉଇକିଅଭିଧାନ‌ରୁ

ଜଗଦ୍ଗୌରୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବି—(ଜଗତ୍+ଗୌରୀ)[ସମ୍ପାଦନା]

୧. ଦୁର୍ଗା — ୧. Goddess Durgā.
୨. ନାଗମାନଙ୍କ ଭଗିନୀ ଓ ଜରତ୍କାରୁ ଋଷିଙ୍କ ପତ୍ନୀ ମନସା ଦେବୀଙ୍କର ନାମନ୍ତର (ହି . ଶବ୍ଦସାଗର) — ୨. A name of the Deity ManaṠā