ଜଗନ୍ନାଥ ଦାସ

ଉଇକିଅଭିଧାନ‌ରୁ

ଜଗନ୍ନାଥ ଦାସ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଦେଶଜ - ବିଶେଷ୍ୟ - (ନାମ)[ସମ୍ପାଦନା]

୧. ଏ 'ଓଡ଼ିଆ ଭାଗବତ'ର ରଚୟିତା ଓ ଜଣେ ପ୍ରଧାନ ବିଷ୍ଣୁଭକ୍ତ — ୧. Name of the author of 'Oṟḍ̠iā Bhāgabata and a great devotee of Bishṇu.

[ଦ୍ରଷ୍ଟବ୍ୟ — ପୁରୀଜିଲ୍ଲା କପିଳେଶରପୁର ଗ୍ରାମରେ ଏହାଙ୍କର ଜନ୍ମ ଏବଂ ଏ ଜାତିରେ ବ୍ରାହ୍ମଣ ଓ ଶ୍ରୀ ଚୈତନ୍ୟଙ୍କର ସମସାମପିକ ଚୈତନ୍ୟ ଯେତେବେଳେ ସନ୍ୟାସୀ ହୋଇ (ପ୍ରାୟ ୧୫: ଖ୍ରୀଷ୍ଟାବ୍ଦ) ପ୍ରଥମେ ପୁରୀକୁ ଆସିଥିଲେ ସେତେବେଳେ ଜଗନ୍ନାଥ ୧୯: ବର୍ଷର ଯୁବକ ମାତ୍ର ଚୈତନ୍ୟ ଜଗନ୍ନାଥଙ୍କ ମନ୍ଦିରକୁ ଦର୍ଶନ କରିବାକୁ ଆସିଲାବେଳେ, ଜଗନ୍ନାଥ ଦାସ ମନ୍ଦିରବେଢ଼ାମଧ୍ୟସ୍ଥ କଳ୍ପବଟମୂଳେ ୧ମସ୍କନ୍ଧ ଓଡ଼ିଆ ଭାଗବତର ବ୍ରହ୍ମସ୍ତୁତି ଅଂଶ ପାଠ କରୁଥାଅନ୍ତି ଟୈତନ୍ୟ ଏଥିରେ ମୁଗ୍ଧ ହୋଇ ପ୍ରତିଦିନ କିଛିକ୍ଷଣ ସେଠାରେ ବସି ଭାଗବତ ଶୁଣିବାକୁ ଲାଗିଲେ ପୁରୀ ଓଡ଼ିଆ ମଠ ଜଗନ୍ନାଥ ଦାସଙ୍କ କର୍ତ୍ତୃକ ପ୍ରତିଷ୍ଠିତ 'ପାଷଣ୍ଡଦଳନ' 'ଭାଗବତ' 'ମାନଶିକ୍ଷା' ଓ 'ଜଗନ୍ନାଥକରିକା' ଓଡ଼ିଆଗ୍ରନ୍ଥମାନ ଏହାଙ୍କଦ୍ୱାରା ରଚିତ—ଜଗବନ୍ଧୁ ପ୍ରାଚୀନଉଚ୍ଛଳ ]

୨. (ନାମ) ସୁରୀ ପାଷୁଡ଼ିବା ମଠର ଭୂତପୂର୍ବ ମହନ୍ତ — ୨. Late Mahant of the Pāpuṟḍ̠iāmaṭha of Purī

[ଦ୍ରଷ୍ଟବ୍ୟ —ଏ ପୁରୀଜିଲ୍ଲା ଅନ୍ତର୍ଗତ କୋରଙ୍ଗା (ଅନ୍ୟନାମ—ବିଜେ— ରାମପୁର) ଗ୍ରାମର ଜନୈକ ବ୍ରାହ୍ମଣ ସନ୍ତାନ ଥିଲେ ଏ ଜମାଉତ ମାନଙ୍କର ନେତା ହୋଇ ଭାରତରେ ସର୍ବତ୍ର ସୁପରିଚିତ ଥିଲେ ଏହାଙ୍କର ଭାରତର ସବୁ ଅଞ୍ଚଳରେ ଅନେକ ଗଣ୍ୟମାନ୍ୟ ଶିଷ୍ୟ ଥିଲେ ଏ ୧ ବର୍ଷ ପୂର୍ବେ ଦେହତ୍ୟାଗ କଲେ ]