ଜଗବନ୍ଧୁ ବିଦ୍ୟାଧର

ଉଇକିଅଭିଧାନ‌ରୁ

ଜଗବନ୍ଧୁ ବିଦ୍ୟାଧର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ନାମ)[ସମ୍ପାଦନା]

ଖୋରଧା ରାଜାଙ୍କ ଜନୈକ ପ୍ରସିଦ୍ଧ ବକ୍ସି ବା ମନ୍ତ୍ରୀ, ତଥା ରୋଡ଼ଙ୍ଗ ଜିଲ୍ଲାର ପୁରୁଣା ଜମିଦାର (ଜାଗିରିଦାର) ===

[ଦ୍ରଷ୍ଟବ୍ୟ — ସେହି ସମୟର ପୁରୀ କଲେକ୍ଟରଙ୍କ ସିରସ୍ତାଦାର କୃଷ୍ଣସିଂହ(ଆଧୁନିକ ଲାଲା ବାବୁ ଷ୍ଟେଟର ମାଲିକଙ୍କ ପୂର୍ବପୂରୁଷ) ଏହାଙ୍କ କିଲ୍ଲାକୁ କପଟରେ ରାଜସ୍ୱ ନିଲାମରେ ଉଠାଇ ନିଜେ ଧରିବାରୁ ଜଗବନ୍ଧୁ ଏଥିରେ ଉତ୍ତ୍ୟକ୍ତ ହୋଇ କମିଶନର୍ସାହେବଙ୍କ ନିକଟ ଅପିଲ କଲେ ଅପିଲରେ କମିଶନର ସାହେବ ଏ ନିଲାମ ରଦ କରିବାକୁ ଅଦାଲତର ଆଶ୍ରୟ ନେବା ପାଇଁ ଜଗବନ୍ଧୁଙ୍କୁ ଆଦେଶ ଦେବାରୁ ନିଃସମ୍ୱଳ ଜଗବନ୍ଧୁ ଦେବାନି ମକଦମା ଦାଏର ନ କରି ଘୁମୁସର ଅଞ୍ଚଳରୁ ଗୁଡ଼ିଏ କନ୍ଧ ସଂଗ୍ରହ କରି ଖୋରଧା ବିଦ୍ରୋହୀ ପାଇକମାନଙ୍କର ନେତା ହେଲେ ଓ ୧୮୧୭: ଖ୍ରୀଷ୍ଟାବ୍ଦରେ ପ୍ରକାଶ୍ୟରେ ବିଦ୍ରୋହ ଘୋଷଣା କରି ପ୍ରଥମେ ଖୋରଧା, ଲେମ୍ୱେଇ, ରୋଡ଼ଙ୍ଗଆଦି ଦଖଲ କରି ଲୁଗାପଟା କଲେ; କିନ୍ତୁ ପରେ ପରାସ୍ତ ହୋଇ ଇଂରାଜଙ୍କଠାରେ ଆତ୍ମସମର୍ପଣ କଲେ (ପାଇକ ବିଦ୍ରୋହ ତଳେ ନୋଟ ଦେଖ) ]