ଜଗବ୍ଦାସୀ

ଉଇକିଅଭିଧାନ‌ରୁ

ଜଗବ୍ଦାସୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଜଗଦ୍ୱାସିନୀ—ସ୍ତ୍ରୀ)
  • (file)
  • (file)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଜଗତ୍+ବାସୀ; ଉପପଦ ତତ୍ପୁରୁଷ)[ସମ୍ପାଦନା]

ପୃଥିବୀରେ ବାସ କରୁଥିବା — Inhabiting the earth.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ପୃଥିବୀରେ ବାସ କରୁଥିବା ଲୋକ — The people of the world; mankind.