ଜଗମୋହନ
ଦେଖଣା
ଜଗମୋହନ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ନାମ)
[ସମ୍ପାଦନା]'ପ୍ରହଲାଦ ଚରିତ' ନାମକ ଗ୍ରନ୍ଥର ପ୍ରଣେତା — Name of the author of an Oria book Prahalāda Charita.
=== ଦେଶଜ - ବିଶେଷଣ - (ସଂସ୍କୃତ - ଜଗନ୍ନୋହନ)
ଜଗନ୍ନୋହନ (ଦେଖ) - Jaganmohana (See)
ଜଗମୋହନ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଜଗନ୍ମୋହନ)
[ସମ୍ପାଦନା]- ୧. ଶ୍ରାକୃଷ୍ଣ — ୧. Ṡrīkṛushṇa.
କାହୁଁ ତୁ ଏମନ୍ତ ଶଖିଲୁ ଜଗମୋହନକୁ ମୋହିଲୁ ଭୁପତି—ପ୍ରେମପଞ୍ଚାମୃତ
- ୨. ଭଗବାନ —୨. God.
- ୩. ଦେବ ପ୍ରତିମା ଯେଉଁ ମନ୍ଦିରରେ ବିଜେ କରନ୍ତି ତାହାର ସଂଲଗ୍ନ କ୍ଷୁଦ୍ରତର ମନ୍ଦିର — ୩. The smaller temple adjoining the main temple where the devotees congregate and dancing (during the worship of the Deity) takes place.
[ଦ୍ରଷ୍ଟବ୍ୟ —ଭକ୍ତ ଓ ଦର୍ଶକମାନେ ସୋଠାରେ ସମବେତ ହୁଅନ୍ତି ଏବଂ ଦେବତାଙ୍କ ପ୍ରୀତିଉତ୍ପାଦନ ଉଦ୍ଦେଶ୍ୟରେ ସେଠାରେ ବେଳେ ବେଳେ ନୃତ୍ୟଗୀତାଦି ହୁଏ ]
- ୪. ବ୍ୟକ୍ତିବିଶେଷଙ୍କ ନାମ — ୪. A name given to male persons.