Jump to content

ଜଗିବାବସିବା

ଉଇକିଅଭିଧାନ‌ରୁ

ଜଗିବାବସିବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଅତି ସାବଧାନତାପୂର୍ବକ ଜଗିବା — ୧. To keep a vigilant watch.
୨. ଅହରହଃ ଅପେକ୍ଷା କରି ରହିବା — ୨. To keep waiting day and night.