Jump to content

ଜଗୁପ୍ସକ

ଉଇକିଅଭିଧାନ‌ରୁ

ଜଗୁପ୍ସକ

ଉଚ୍ଚାରଣ

[ସମ୍ପାଦନା]
(ଜୁଗୁପ୍ସିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଗୁପ୍ ଧାତୁ ନିନ୍ଦାକରିବା+ସ୍ୱାର୍ଥେ ସନ+ଅକ)

[ସମ୍ପାଦନା]
୧. ନିନ୍ଦାକାରୀ; କୁତ୍ସାକାରୀ — ୧. Speaking evil of another; blaspheming.
୨. ଘୃଣାକାରୀ —୨. Detesting.