Jump to content

ଜଗ୍ଧି

ଉଇକିଅଭିଧାନ‌ରୁ

ଜଗ୍ଧି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଅଦ୍ ଧାତୁ ଖାଇବା+ଭାବ. ତି; ନିପାତନସିଦ୍ଧ)

[ସମ୍ପାଦନା]
୧. ଭୋଜନ; ଭକ୍ଷଣ —୧. Eating; meal.
୨. କେତେ ଲୋକଙ୍କ ସଙ୍ଗେ ଏକତ୍ର ଖାଇବା; ସହଭୋଜନ (ହିନ୍ଦୀ - ଶବ୍ଦସାଗର) — ୨. Dining together; feast.