ଜଘ୍ନି

ଉଇକିଅଭିଧାନ‌ରୁ

ଜଘ୍ନି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ହନ ଧାତୁ+କର୍ତ୍ତୃ. ଇ)[ସମ୍ପାଦନା]

୧. ବଧକାରୀ; ଘାତକ (ହିନ୍ଦୀ - ଶବ୍ଦସାଗର) — ୧. An assassin.
୨. (+ କରଣ. ଇ)—ଯେଉଁ ଅସ୍ତ୍ରଦ୍ୱାରା ବଧ କରାଯାଏ (ହିନ୍ଦୀ - ଶବ୍ଦସାଗର) —୨. The instrument with which killing is done.