ଜଙ୍କ୍

ଉଇକିଅଭିଧାନ‌ରୁ

ଜଙ୍କ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ବୈଦେଶିକ - ବିଶେଷ୍ୟ - (ଫାରାସୀ - ଜଙ୍ଗ୍)[ସମ୍ପାଦନା]

୧. କଳିଙ୍କି; ଜଙ୍ଗ —୧. Rust.
୨. (ଇଂ) ଏକ ପ୍ରକାର ଚଉଡ଼ା ଡଙ୍ଗା — ୨. Junk; a kind of wide boat.

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -[ସମ୍ପାଦନା]

ଜୋକ —Leech