ଜଙ୍ଗଲ

ଉଇକିଅଭିଧାନ‌ରୁ

ଜଙ୍ଗଲ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

(ଜଗଂଲ—ଅନ୍ୟରୂପ)

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ନିବିଡ଼ି ଅରଣ୍ୟ — ୧. Dense forest.
୨. ଅରମା; ଯେଉଁ ସ୍ଥାନରେ ଲତା ଗୁଳ୍ମାଦି ବଢ଼ିଥାଏ — ୨. A place overgrown with wild plants and creepers.

[ ଦ୍ର—ସସ୍କୃସତ ଭାଷାରେ ଜଙ୍ଗଲ ଶବ୍ଦର ଅର୍ଥର 'ବନ' ବା 'ଅରଣ୍ୟ' ମାତ୍ର ଓଡ଼ିଆ ଭାଷାରେ 'ନିବିଡ଼ବନ' ଅର୍ଥରେ ଓ 'ଅରମା ସ୍ଥାନ' ଅର୍ଥରେ ଏହି ଶଦ୍ଦ ପ୍ରଯୁକ୍ତ ହୁଏ]