ଜଙ୍ଗଲି ବାଦାମ
ଦେଖଣା
ଜଙ୍ଗଲି ବାଦାମ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଜଙ୍ଗଲି ବାଦାମ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ବନ୍ୟ ବୃକ୍ଷବିଶେଷ — L. (୧) Sterculia faetida. (୨) Canarium commune. Eng. Java almond tree (Kirtikar).
[ ଦ୍ର—ପଶ୍ଚିମ ଭାରତ, ଦାକ୍ଷିଣାତ୍ୟ, ବ୍ରହ୍ମଦେଶ ଓ ସିଂହଳରେ ଏ ବୃକ୍ଷ ଜନ୍ନେ ଏ ଗଛ ମଧ୍ୟେ ମଧ୍ୟେ ପତ୍ର ଝଡ଼ା ଦିଏ ଏହାର ପତ୍ର ଓ ମଞ୍ଜି ଔଷଧରେ ଲାଗେ]