ଜଙ୍ଗଳ

ଉଇକିଅଭିଧାନ‌ରୁ

ଜଙ୍ଗଳ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଜଙ୍ଗମ+ଲା ଧାତୁ; ଗ୍ରହଣ କରିବା+କର୍ତ୍ତୃ. ଅ)[ସମ୍ପାଦନା]

୧. ବଣ; ଅରଣ୍ୟ; ବନ (ପ୍ରକୃତିବାଦ) — ୧. Forest; jungle.
୨. ମରୁଦେଶ; ଜଳଶୂନ୍ୟ ଭୂମି — ୨. Desert; waterless country (M.W.)
୩. (ଯଙ୍ ଲୁଗନ୍ତ ଗଳ ଧାତୁ+କର୍ତ୍ତୃ. ଅ) ମାଂସ — ୩. Flesh.

[ ଦ୍ର—ଏହି ସଂସ୍କୃତ ବିଶେଷ୍ୟ ଶବ୍ଦଟି ଇଂରେଜି ଭାଷାକୁ ନିଆ ଯାଇଅଛି]

ବିଶେଷଣ -[ସମ୍ପାଦନା]

୧. ନିର୍ଜନ (ପ୍ରକୃତିବାଦ) —୧. Solitary; lonely.
୨. ଶୁଷ୍କ —୨. Arid; dry (M. w.).
୩. ଅନୁର୍ବର; ମରୁମୟ; ଯେଉଁଠାରେ ବୃକ୍ଷଲତାଦି ଜନ୍ନେ ନାହିଁ —୩. Sterile (M.W.)