ଜଙ୍ଗାଲ୍

ଉଇକିଅଭିଧାନ‌ରୁ

ଜଙ୍ଗାଲ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

(ଜଂଗାଲ୍—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଜାଙ୍ଗୃଳ; ଫା ଜଂଗାର୍)[ସମ୍ପାଦନା]

୧. କବାଟ ଆଦି ରଙ୍ଗ କରିବା ନିମନ୍ତେ ତୈଳ ମିଶ୍ରିତ ରଙ୍ଗ; ତାମ୍ରଘଟିତ ଘାସବର୍ଣ୍ଣ ରଙ୍ଗ — ୧. A paint mixed with oil; verdigris; a variety of blue vitriol used for painting.

[ ଦ୍ର—ଏହା ଗୋଟିଏ ବିଷ, ଏଥିରେ ତମ୍ୱା, ଶଙ୍ଖୁଆ, ଗନ୍ଧକ ମିଶିଥାଏ ତମ୍ୱାଚୃର୍ଣ୍ଣକୁ ସିରକାରେ ୨୪: ଘଣ୍ଟା ରଖିଲେ ଏ ରଙ୍ଗ ହୁଏ]

୨. ତୁତିଆ —୨. Blue vitriol.