ଜଙ୍ଗି
ଦେଖଣା
ଜଙ୍ଗି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ଜଂଗି—ଅନ୍ୟରୂପ)
ବୈଦେଶିକ - ବିଶେଷଣ - (ଫାରାସୀ - ଜଙ୍ଗ୍=ଯୁଦ୍ଧ)
[ସମ୍ପାଦନା]- ୧. ଯୁଦ୍ଧସମ୍ୱନ୍ଧୀୟ —୧. Pertaining to war.
- ୨. ସମରବିଭାଗୀୟ —୨. Military.
(ଯଥା—ଜଙ୍ଗୀଲାଟ୍)
- ୩. ପରାକ୍ରମୀ; ମହାବଳ — ୩. Very strong; indomitable.
ପ୍ରାଦେଶିକ - (ସମ୍ୱଲପୁର)ବିଶେଷଣ -
[ସମ୍ପାଦନା]ସୁଦୀର୍ଘ; ବୃହତ୍ — Big; large.
(ଯଥା—ଜଙ୍ଗି ରିପୋର୍ଟ)