ଜଙ୍ଘା
ଜଙ୍ଘା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ଜଙ୍ଘା
|
ସଂସ୍କୃତ - ବିଶେଷ୍ୟ - (ଜନ୍ ଧାତୁ+ଅ+ଆ; ନିପାତନ)[ସମ୍ପାଦନା]
- ୧. ଆଣ୍ଠୁ ଉପରଠାରୁ ଅଣ୍ଟାପର୍ଯ୍ୟନ୍ତ ଗୋଡ଼ର ସମ୍ମୁଖ ଅଂଶ — ୧. Thigh; the part about the loins (Apte).
ଚାଲିଯିବା ଭଙ୍ଗିରେ ଜଙ୍ଘୁ ଲୁଗା ଫେଡ଼ି ମୁଣ୍ଡପୋତି ରହେ ଲାଜରେ ବ୍ୟାଜେ ବୁଡ଼ି କୃଷ୍ଣସିଂହିନ୍ଦୀ - ମହାଭାରତ ବନ
- ୨. ଗୋଡ଼ଭଣ୍ଡା; ବଳାଗଣ୍ଠି ଓ ଆଣ୍ଠୁର ମଧ୍ୟବର୍ତ୍ତୀ ଅଂଶ — ୨. Shank; part of the leg from the ankle to the knee.
- ୩. କତୁରିର ଯେଉଁ ଅଂଶରେ ଆଙ୍ଗୁଠି ଗଳାଯାଇ କତୁରିକୁ ବ୍ୟବହାର କରାଯାଏ (ହିନ୍ଦୀ - ଶବ୍ଦସାଗର) — ୩. The eyes of a pair of scissors.
ଦେଶଜ - ବିଶେଷ୍ୟ -[ସମ୍ପାଦନା]
ଜଙ୍ଘରେ ଉଠିବା ଦୁଷ୍ଟବ୍ରଣ; ଜଙ୍ଘକୁ ରକ୍ତ ଗଡ଼ିବା ରୋଗ —A painful boil on the thigh.