ଜଙ୍ଘାତ୍ରାଣ

ଉଇକିଅଭିଧାନ‌ରୁ

ଜଙ୍ଘାତ୍ରାଣ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଜଂଘା+ତ୍ରୈ ଧାତୁ=ରକ୍ଷା କରିବା+କର୍ତ୍ତୃ. ଅନ)[ସମ୍ପାଦନା]

୧. ଜଙ୍ଘକୁ ରକ୍ଷା କରିବାର କବଚ — ୧. Cuish; an armour for the thighs.
୨. ପେଣ୍ଟଲୁନ୍ —୨. Pantaloons; trousers.
୩. ଘଙ୍ଘିଆ —୩. Half-pant; shorts.