Jump to content

ଜଚାଇବା

ଉଇକିଅଭିଧାନ‌ରୁ

ଜଚାଇବା

ଉଚ୍ଚାରଣ

[ସମ୍ପାଦନା]

(ଜଚେଇବା—ଅନ୍ୟରୂପ)

  • (file)

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଯାଚିବା କ୍ରିୟାର ଣିଜନ୍ତରୂପ — ୧. Causative form of J̄āchibā.
୨. ବଜାରରେ କୌଣସି ଦ୍ରବ୍ୟର ଭାଉ ଏକାଧିକ ସ୍ଥାନରେ ବୁଝିବା —୨. To know the market rate of anything in different places.