Jump to content

ଜଚାଜଚି

ଉଇକିଅଭିଧାନ‌ରୁ

ଜଚାଜଚି

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. କୌଣସି ବସ୍ତୁକୁ ଅନେକବାର ଯାଚିବା କର୍ମ — ୧. Offering of an article several times.
୨. ପରସ୍ପରକୁ ଯାଚିବା —୨. Mutual offering.