ଜଜକ
ଦେଖଣା
ଜଜକ
ଉଚ୍ଚାରଣ
[ସମ୍ପାଦନା](ଯୋଜକତା—ସ୍ତ୍ରୀ)
[ ଯୋଜକତା (ତ୍ୱ)—ବି]
ସଂସ୍କୃତ - ବିଶେଷଣ - (ଯୁଜ୍ ଧାତୁ+କର୍ତ୍ତୃ. ଅକ)
[ସମ୍ପାଦନା]- ୧. ଯେ ବା ଯାହା ଯୋଗ କରେ —୧. Joining; uniting
- ୨. ସଂଯୋଗକାରକ —୨. Causing union
- ୩. ଦୁଇ ପଦାର୍ଥକୁ ଏକତ୍ର ଆଣିବା — ୩. Bringing together.
- ୪. ରଥାଦିରେ ପଶୁଆଦିକୁ ଯୋଚ୍ଥିବା —୪. Yoking.
- ୫. ଯୋଜନା କାରୀ; ବ୍ୟବସ୍ଥାକାରୀ —୫. Arranging.
ବିଶେଷ୍ୟ -
[ସମ୍ପାଦନା]- ୧. ବିବାଦାଆଦିରେ ମଧ୍ୟସ୍ଥ; ଯେ ବିବାଦୀ ପକ୍ଷମାନଙ୍କୁ ମିଳାଇ ଦିଏ —୧. Peace-maker; arbitrator.
- ୨. (ଭୂଗୋଳ) ଯେଉଁ ସଂକୀର୍ଣ୍ଣ ଭୂଭାଗ ଦୁଇ ବୃହତ୍ତର ଭୁଭାଗକୁ ସଂଯୁକ୍ତ କରେ —୨. (Geography) Isthmus.
- ୩. ଯୋଜନାକାରୀ ବ୍ୟକ୍ତି —୩. A joiner; an arranger; a contriver (Apte)