ଜଜକ

ଉଇକିଅଭିଧାନ‌ରୁ

ଜଜକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଯୋଜକତା—ସ୍ତ୍ରୀ) 

[ ଯୋଜକତା (ତ୍ୱ)—ବି]

ସଂସ୍କୃତ - ବିଶେଷଣ - (ଯୁଜ୍ ଧାତୁ+କର୍ତ୍ତୃ. ଅକ)[ସମ୍ପାଦନା]

୧. ଯେ ବା ଯାହା ଯୋଗ କରେ —୧. Joining; uniting
୨. ସଂଯୋଗକାରକ —୨. Causing union
୩. ଦୁଇ ପଦାର୍ଥକୁ ଏକତ୍ର ଆଣିବା — ୩. Bringing together.
୪. ରଥାଦିରେ ପଶୁଆଦିକୁ ଯୋଚ୍ଥିବା —୪. Yoking.
୫. ଯୋଜନା କାରୀ; ବ୍ୟବସ୍ଥାକାରୀ —୫. Arranging.

ବିଶେଷ୍ୟ -[ସମ୍ପାଦନା]

୧. ବିବାଦାଆଦିରେ ମଧ୍ୟସ୍ଥ; ଯେ ବିବାଦୀ ପକ୍ଷମାନଙ୍କୁ ମିଳାଇ ଦିଏ —୧. Peace-maker; arbitrator.
୨. (ଭୂଗୋଳ) ଯେଉଁ ସଂକୀର୍ଣ୍ଣ ଭୂଭାଗ ଦୁଇ ବୃହତ୍ତର ଭୁଭାଗକୁ ସଂଯୁକ୍ତ କରେ —୨. (Geography) Isthmus.
୩. ଯୋଜନାକାରୀ ବ୍ୟକ୍ତି —୩. A joiner; an arranger; a contriver (Apte)