ଜଜ୍

ଉଇକିଅଭିଧାନ‌ରୁ

ଜଜ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂ)[ସମ୍ପାଦନା]

୧. ବିଚାରପତି —୧. Judge.
୨. ଜିଲାର ପ୍ରଧାନ ବିଚାରପତି — ୨. District judge; Sessions judge.
୩. ହାଇକୋର୍ଟର ବିଚାରପତି — ୩. High Court Judge.

[ ଦ୍ର—ଜଜ ଶବ୍ଦ ପୂର୍ବେ ଅନେକ ବୈଦେଶିକ ଶବ୍ଦଯୁକ୍ତ ବୈଦେଶିକ ଶଦ୍ଦମାନ ଭାଷାରେ ମଧ୍ୟ ଚଳେ ଯଥା—ସବ୍ ଜଜ୍, ସବଡିନେଟ୍ ଜଜ୍, ଚିଫ୍ଜଜ୍, ସେସନ ଜଜ୍, ଡିଷ୍ଟ୍ରିକକ୍ଟ ଜଜ୍]