ଜଟ

ଉଇକିଅଭିଧାନ‌ରୁ

ଜଟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଜଟା)[ସମ୍ପାଦନା]

୧. ସଂହତ କେଶଗୁଚ୍ଛ — ୧. A tuft of hair tied together.
୨. ଜଟା; ବାବାଜୀମାନଙ୍କର ସଂହତ କେଶ — ୨. Matted locks of ascetics.

ଋଷିତ ହେଲେ ଛିଣ୍ଡାଇବେ ଜଟ—କବିସୂର୍ଯ୍ୟ.କବିତ

୩. କୁକୁଡ଼ାର ମୁଣ୍ଡରେ ଥିବା କୋମଳ ଲୋମାବୃତ୍ତ ପତଳା ମାଂସ —୩. Cock's comb.
୪. ବିନ୍ୟସ୍ତ କେଶର ଗଣ୍ଠି; ଜୂଡ଼ା —୪. Chignon or knot of hair made up on the head,
୫. ସଂହତ ପୁଷ୍ପ ବା କଢ଼ —୫. Matted tuft of flowers or blossoms.

(ଯଥା—ଗଞ୍ଜେଇଜାଟ; ତୁଳସୀଜଟ)

ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ -[ସମ୍ପାଦନା]

୬. ଧାନମେଣ୍ଟା — ୬. Ears of paddy woren into a braid.