ଜଟଜଟିଆ
ଦେଖଣା
ଜଟଜଟିଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଜଟଜଟିଆ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଏକ ପ୍ରକାର ତୃଣ; ଯାହାର ଜଟା ପରି ହୋଇଥିବା ମଞ୍ଜରୀଗୁଡ଼ିକୁ ଏକତ୍ର କଲେ ତାହା ଲାଗି ଯାଏ —୧. A kind of grass with tufted twigs Lyme grass.
- ୨. ବନ୍ୟ ଛଣପଟ (ଯବାଦି ବର୍ଗର ବନ୍ୟକ୍ଷୁପ) — ୨. Urena Lobata (wild plant); Triumfetta Rhomboidea.
[ ଦ୍ର—ଏହାର ପତ୍ରର ଧାର କଟା କଟା, ପତ୍ରରେ କୋଣ ଅଛି ଡ଼େମ୍ଫ ଲୋମଶ; ଫୁଲ ଛୋଟ ଓ ନାଲି, ଫଳ ଶିଘଂମୟ ଓ ଗୋଲ, ଏବଂ ଲୁଗାରେ ଲାଗି ଯାଏ ]