ଜଟା
ଦେଖଣା
ଜଟା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ଜଟ୍ ଧାତୁ=ଏକତ୍ର ହେବା+କତ୍ତୃ. ଅ+ସ୍ତ୍ରୀ. ଅ)
[ସମ୍ପାଦନା]- ୧. ବାବାଜୀଙ୍କର ସଂହତ କେଶ — ୧. The matted lock of hair being of an asctic or devotee.
- ୨. ଅଯତ୍ନବର୍ଦ୍ଧିତ ଗୁଚ୍ଛାକାର କେଶଦାମ —୨. Clotted hair (due to the hair being neglected).
- ୩. ଅରଣା ମଇଁଷି, ଘୋଡ଼ା ଓ ସିଂହର ବେକ ଓ ମୁଣ୍ଡ ଉପରର ବାଳ — ୩. The manes of a lion, horse or bison.
- ୪. ଜଟ ପରି ହୋଇଥିବା ଫୁଲ ଓ କଢ଼ — ୪. Matted or tufted flower.
(ଯଥା—ଗଞ୍ଜେଇଜଟା, ତୁଳସୀଜଟା)
- ୫. ବରଗଛର ଅବରୋହ ବା ଓହଳ — ୫. Aerial root of a banyan tree.
ବହ ବୋଲି ଜଟା ତୁମ୍ଭେ ମୁଁ ବହିଛି ସତ—ଭଞ୍ଜ. ବୈଦେହୀଶବିଳାସ
- ୬. ଅଣ୍ଡିରା ତାଳଗଛରୁ ବାହାରିବା ଜଟାର ଫୁଲ — ୬. Long stalks of flowers coming out from male palm trees.
- ୭. ଈଶ୍ୱରଜଟା ଫୁଲ — ୭. A kind of red tufted flower; cock's comb; the catkin of celosia crestats.
- ୮. ଶଟୀ; ହଳଦୀଜାତୀୟ ଗୁଳ୍ମବିଶେଷ — ୮. Zingiber zedoaria.
- ୯. ବେଦପାଠବିଶେଷ — ୯. A kind of chanting of the Vedic hymns.
- ୧. କପିକଚ୍ଛୁ; ବାଇଡଙ୍କ —୧୦. Cowhage.
- ୧୧. ଶତମୂଳୀ; ଛତଉରୀ — ୧୧. Asparagus Recemosus.
ଜଟା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ଜଟ୍ ଧାତୁ=ଏକତ୍ର ହେବା+କତ୍ତୃ. ଅ+ସ୍ତ୍ରୀ. ଅ)