ଜଟା

ଉଇକିଅଭିଧାନ‌ରୁ

ଜଟା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ଜଟ୍ ଧାତୁ=ଏକତ୍ର ହେବା+କତ୍ତୃ. ଅ+ସ୍ତ୍ରୀ. ଅ)[ସମ୍ପାଦନା]

୧. ବାବାଜୀଙ୍କର ସଂହତ କେଶ — ୧. The matted lock of hair being of an asctic or devotee.
୨. ଅଯତ୍ନବର୍ଦ୍ଧିତ ଗୁଚ୍ଛାକାର କେଶଦାମ —୨. Clotted hair (due to the hair being neglected).
୩. ଅରଣା ମଇଁଷି, ଘୋଡ଼ା ଓ ସିଂହର ବେକ ଓ ମୁଣ୍ଡ ଉପରର ବାଳ — ୩. The manes of a lion, horse or bison.
୪. ଜଟ ପରି ହୋଇଥିବା ଫୁଲ ଓ କଢ଼ — ୪. Matted or tufted flower.

(ଯଥା—ଗଞ୍ଜେଇଜଟା, ତୁଳସୀଜଟା)

୫. ବରଗଛର ଅବରୋହ ବା ଓହଳ — ୫. Aerial root of a banyan tree.

ବହ ବୋଲି ଜଟା ତୁମ୍ଭେ ମୁଁ ବହିଛି ସତ—ଭଞ୍ଜ. ବୈଦେହୀଶବିଳାସ

୬. ଅଣ୍ଡିରା ତାଳଗଛରୁ ବାହାରିବା ଜଟାର ଫୁଲ — ୬. Long stalks of flowers coming out from male palm trees.
୭. ଈଶ୍ୱରଜଟା ଫୁଲ — ୭. A kind of red tufted flower; cock's comb; the catkin of celosia crestats.
୮. ଶଟୀ; ହଳଦୀଜାତୀୟ ଗୁଳ୍ମବିଶେଷ — ୮. Zingiber zedoaria.
୯. ବେଦପାଠବିଶେଷ — ୯. A kind of chanting of the Vedic hymns.
୧. କପିକଚ୍ଛୁ; ବାଇଡଙ୍କ —୧୦. Cowhage.
୧୧. ଶତମୂଳୀ; ଛତଉରୀ — ୧୧. Asparagus Recemosus.