ଜଟାଇବା
ଦେଖଣା
ଜଟାଇବା
ଉଚ୍ଚାରଣ
[ସମ୍ପାଦନା]ଜଟେଇବା, ଜଟାଜଟି କରିବାଅନ୍ୟରୂପ
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଭାଣ୍ଡିବ; ଅସଲ ବା ପ୍ରାର୍ଥିତ ବସ୍ତୁ ନ ଦେଇ ଅନ୍ୟ ବସ୍ତୁ ଦେଇ ଭୂଲାଇବା — ୧. To deceive by giving some thing in lieu of the genine or wished for thing.
- ୨. ପ୍ରତାରଣା କରିବା; ଠକାଇବା ===
ସୁହୃଦମାନେ ଧୃତରାଷ୍ଟ୍ରେ ମିଛ କହି ନେଉ ନାହାନ୍ତି ତ ଧନକୁ ସେ ଜଟାଇ—କୃଷ୍ଣସିଂହ. ମହାଭରତ. ଉଦ୍ଯୋଗ