ଜଟାଇବା

ଉଇକିଅଭିଧାନ‌ରୁ

ଜଟାଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଜଟେଇବା, ଜଟାଜଟି କରିବାଅନ୍ୟରୂପ

ଦେଶଜ - କ୍ରିୟାପଦ -[ସମ୍ପାଦନା]

୧. ଭାଣ୍ଡିବ; ଅସଲ ବା ପ୍ରାର୍ଥିତ ବସ୍ତୁ ନ ଦେଇ ଅନ୍ୟ ବସ୍ତୁ ଦେଇ ଭୂଲାଇବା — ୧. To deceive by giving some thing in lieu of the genine or wished for thing.
୨. ପ୍ରତାରଣା କରିବା; ଠକାଇବା ===

ସୁହୃଦମାନେ ଧୃତରାଷ୍ଟ୍ରେ ମିଛ କହି ନେଉ ନାହାନ୍ତି ତ ଧନକୁ ସେ ଜଟାଇ—କୃଷ୍ଣସିଂହ. ମହାଭରତ. ଉଦ୍ଯୋଗ