ଜଟାଧାରୀ

ଉଇକିଅଭିଧାନ‌ରୁ

ଜଟାଧାରୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଜଟାଧାରିଣୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ଜଟା+ଧୃ ଧାତୁ +କତ୍ତୃ. ଇନ୍)[ସମ୍ପାଦନା]

ଯେ ମୁଣ୍ଡରେ ଜଟା ଧାରଣ କରିଥାଏ — Having matted hairs on the head.