Jump to content

ଜଟାଧାରୀ

ଉଇକିଅଭିଧାନ‌ରୁ

ଜଟାଧାରୀ

ଉଚ୍ଚାରଣ

[ସମ୍ପାଦନା]
(ଜଟାଧାରିଣୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ଜଟା+ଧୃ ଧାତୁ +କତ୍ତୃ. ଇନ୍)

[ସମ୍ପାଦନା]

ଯେ ମୁଣ୍ଡରେ ଜଟା ଧାରଣ କରିଥାଏ — Having matted hairs on the head.