ଜଟାସୁର
ଦେଖଣା
ଜଟାସୁର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଜଟା+ଅସୁର)
[ସମ୍ପାଦନା]ଭୀମଙ୍କଦ୍ୱାରା ହତ ଅସୁରବିଶେଷ — A demon killed by Bhima.
ଏ ରୂପେ ଭୀମ ଘେନି ଜଟାସୁର ପ୍ରାଣ କୃଷ୍ଣସିଂହ. ମହାଭାରତ. ବନ
[ ଦ୍ର—ଏ ଦ୍ରୌପଦୀଙ୍କ ଉପରେ ମୋହିତ ହୋଇ ବ୍ରାହ୍ମଣ ବେଶ— ଧାରଣ କରି ପାଣ୍ଡବ ମାନଙ୍କ ସଙ୍ଗେ ରହିଥିଲା—ଦିନେ ଭୀମଙ୍କ ଅନୁପସ୍ଥିତିରେ ଏ ଦ୍ରୌପଦୀ, ଯୁଧିଷ୍ଠିର, ନକୁଳ ଓ ସହଦେବଙ୍କୁ ହରଣ କରି ପଳାଉଥିଲା ବାଟରେ ଭୀମ ଦେଖି ତାକୁ ହତ କଲେ ]