Jump to content

ଜଟିବା

ଉଇକିଅଭିଧାନ‌ରୁ

ଜଟିବା

ଉଚ୍ଚାରଣ

[ସମ୍ପାଦନା]

(ଜଟି ହେବା—ଅନ୍ୟରୂପ)

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଭଣ୍ଡିବା — ୧. To deceive; to impose upon.
୨. ଠକିବା —୨. To cheat.

ସାକ୍ଷାତ ଦେଖିଲେ ହେଳେ ଲୋଚନେ; ସମସ୍ତଙ୍କୁ ଜଟି ହୁଏ ବଚନେ କବିସୂର୍ଯ୍ୟ. ସଙ୍ଗୀତ