ଜଟିଳ

ଉଇକିଅଭିଧାନ‌ରୁ

ଜଟିଳ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଜଟିଳା—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଜଟା +ଅଛି ଅର୍ଥରେ ଇଳ)[ସମ୍ପାଦନା]

୧. ଜଟାଧାରୀ — ୧. Having matted locks.
୨. ଜଟାଯୁକ୍ତ —୨. Matted; entangled.
୩. ଦୁର୍ବୋଧ୍ୟ; ଗୋଳମାଳିଆ —୩. Complex; complicated; hard to understand; intricate.

ବୋଇଲା ରାବଣ ଜାଣିଲି ଜଟିଳ ହୋଇଛି ପ୍ରକାଶେ ତହିଁ—ବୈଦେହୀଶବିଳାସ

୪. ଗଣ୍ଠିଗଣ୍ଠିଆ —୪. Knotty.

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ -[ସମ୍ପାଦନା]

୧. ସନ୍ୟାସୀ; ବ୍ରହ୍ମଚାରୀ —୧. An ascetic.
୨. ମହାଦେବ —୨. Ṡiba
୩. ସିଂହ —୩. Lion.
୪. ବଟବୃକ୍ଷ —୪. Baniyan tree.
୫. ଏକ ଜାତୀୟ ଅଶ୍ୱତ୍ଥ ଗଛ; ପକ୍ଷବୃକ୍ଷ — ୫. The woved-leafed; fig tree.
୬. ଜଟାମାଂସୀ (ଦେଖ) - ୬. Jaṭāmaṁsī (See)