ଜଠ

ଉଇକିଅଭିଧାନ‌ରୁ

ଜଠ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଦେଶଜ - ବିଶେଷ୍ୟ - (ପ୍ରାଚୀନ ପଦ୍ୟ) (ସଂସ୍କୃତ - ଜଠର)[ସମ୍ପାଦନା]

୧. ଉଦର — ୧. Belly.
୨. ଜଠର; ଗର୍ଭ —୨. Womb.

ବୋଇଲେ ଆମ୍ଭମାନେ ବିଧବା ସ୍ତିରୀ ଅଟୁଁ, କିରୂପେ କହ ପୁତ୍ର ଜନ୍ମିବେ ଆମ୍ଭ ଜଠୁଁ—ପୀତାମ୍ୱର. ନୃସିଂହପୁରାଣ