ଜଠରଜ୍ୱାଳା

ଉଇକିଅଭିଧାନ‌ରୁ

ଜଠରଜ୍ୱାଳା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଜଠର +ଜ୍ୱାଳା, ୬ଷ୍ଠୀ ବା ୭ମୀ ତତ୍)[ସମ୍ପାଦନା]

ବିଶେଷ କ୍ଷୁଧାର ଉଦ୍ରେକ, କ୍ଷୁଧାଜନିତ ଯନ୍ତ୍ରଣା; ପେଟ ମୋଡ଼ିବା —A burning pain in the stomach due to hunger.