ଜଠରଜ୍ୱାଳା
- ରୋ.ଟ୍ରା. — Jaṭharajwālā
- ଆଇ.ପି.ଏ. — ɟˈɔ ʈʰˈɔ ɾˈɔ ɟˈɔ hˈʌlˈʌntɔ lˈetəbˈiːʃˈatoˈekˈo ˈakaɾ ˈl̩ʌ ˈakaɾ
ସଂସ୍କୃତ - ବିଶେଷ୍ୟ - (ଜଠର +ଜ୍ୱାଳା, ୬ଷ୍ଠୀ ବା ୭ମୀ ତତ୍)
[ସମ୍ପାଦନା]
ବିଶେଷ କ୍ଷୁଧାର ଉଦ୍ରେକ, କ୍ଷୁଧାଜନିତ ଯନ୍ତ୍ରଣା; ପେଟ ମୋଡ଼ିବା —A burning pain in the stomach due to hunger.