ଜଠରାଗ୍ନି

ଉଇକିଅଭିଧାନ‌ରୁ

ଜଠରାଗ୍ନି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଜଠର+ଅଗ୍ନି, ୬ଷ୍ଠୀ ତତ୍)[ସମ୍ପାଦନା]

୧. ଖାଦ୍ୟଦ୍ରବ୍ୟକୁ ପରିପାକ କରିବାର ଶକ୍ତି; ଭୂକ୍ତ ଦ୍ରବ୍ୟକୁ ଜୀର୍ଣ୍ଣ କରିବା ନିମନ୍ତେ ଉଦରରେ ଜାତ ରସ — ୧. The digestive fire of the belly; the gastric juice; the gastric heat.
୨. କ୍ଷୁଦା —୨. Hunger.