ଜଠରାମୟ

ଉଇକିଅଭିଧାନ‌ରୁ

ଜଠରାମୟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଜଠର+ଆମୟ;୬ଷ୍ଠୀ ତତ୍)[ସମ୍ପାଦନା]

୧. ଜଳୋଦରୀ ରୋଗ —୧. Dropsy.
୨. ଅତିସାର ରୋଗ (ହିନ୍ଦୀ - ଶବ୍ଦସାଗର) — ୨. Dysentery.