Jump to content

ଜଡ଼ଭରତଙ୍କ ଗାଦି

ଉଇକିଅଭିଧାନ‌ରୁ

ଜଡ଼ଭରତଙ୍କ ଗାଦି

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

କେଦାରେଶ୍ୱର ନିକଟବର୍ତ୍ତୀ ଗୋଟିଏ ତୀର୍ଥ —Name of a sacred place said to be the hermitage of Jaṟḍ̠abharata.

[ ଦ୍ର—ହିମାଳୟର ସାନୁଦେଶରେ ଅବସ୍ଥିତ କେଦାରନାଥ ତୀର୍ଥର ନିକଟବର୍ତ୍ତୀ ବ୍ରହ୍ମକୁଣ୍ଡ ନାମକ ପୁଷ୍କରିଣୀର କୂଳରେ ଗୋଟିଏ ପ୍ରାଚୀନ କୁଟୀର ଜଡ଼ଭରତଙ୍କ ଗାଦି ନାମରେ ପରିଚିତ— ଦୁର୍ଗାନାଥ ଘୋଷ—ସ୍ୱାମୀ ରାମାନନ୍ଦ ]