Jump to content

ଜଡ଼ରୁ

ଉଇକିଅଭିଧାନ‌ରୁ

ଜଡ଼ରୁ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି.ବିଶେଷଣ -

[ସମ୍ପାଦନା]
୧. ଆରମ୍ଭରୁ — ୧. From the beginning.

(ଯଥା—ଏ କଥା ତ ଜଡ଼ରୁ ବିଗଡ଼ିଛି, ବର୍ତ୍ତମାନ ସୁଧାରିଲେ କଅଣ ହେବ ?)

୨. ଆଦୌ; ଜମାରୁ —୨. At all.

(ଯଥା—ମୁଁ ଏକଥା ଜଡ଼ରୁ ଜାଣେ ନାହିଁ)

୩. ମୂଳରୁ; ଚେରରୁ —୩. From the root.

(ଯଥା—ଏ ଗଛକୁ ଜଡ଼ରୁ ନ ମାଇଲେ ପୁଣି କୁଆ ଦେବା)