ଜଡ଼ସଡ଼

ଉଇକିଅଭିଧାନ‌ରୁ

ଜଡ଼ସଡ଼

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ଜଡ଼; ବଂରୁ ଅନୁକୃତ)[ସମ୍ପାଦନା]

୧. ଲଜ୍ଜା ବା ଭୟରେ ମ୍ରିୟମାଣ; କିଂକର୍ତ୍ତବ୍ୟ ବିମୂଢ଼ —୧. Dumbfoundered through fear or shame.

(ଯଥା—ସେ ଲଜ୍ଜାରେ ଜଡ଼ସଡ଼ ହୋଇଗଲା)

୨. ଲଜ୍ଜା ବା ଭୟରେ ସଂକୁଚିତ —୨. Shrink into a small compass as through fear Ganguly Students' Dictionary.