ଜଡ଼ାତେଲ
ଏରଣ୍ଡତୈଳ; ଗବମଞ୍ଜିରୁ ବାହାର କରାଯିବା ତେଲ —Caster oil.
[ଦ୍ରଷ୍ଟବ୍ୟ —ଜଡ଼ା ଅର୍ଥାତ୍ ଗମେଞ୍ଜିକୁ ପେଡ଼ି କରି ବା ସିଝାଇ କରି ତେଲ ମରାଯାଏ, ସିଝାଇ କରି ବାହାର କରାଯିବା ତେଲକୁ ରନ୍ଧା ଜଡ଼ାତେଲ କହନ୍ତି]