ଜଡ଼ାତେଲ ମେଣ୍ଢାବାଳ

ଉଇକିଅଭିଧାନ‌ରୁ

ଜଡ଼ାତେଲ ମେଣ୍ଢାବାଳ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦେଶଜ - ପ୍ରବଚନ[ସମ୍ପାଦନା]

ଅଭେଦ୍ୟ ବା ଘନିଷ୍ଠ ପ୍ରଣୟରେ ଆବଦ୍ଧ —Very closely or intimately associated.

[ଦ୍ରଷ୍ଟବ୍ୟ —ଘନିଷ୍ଠ ଅଭେଦ୍ୟ ପ୍ରୀତ ସ୍ଥଳେ ଏହା କୁହାଯାଏ ଯଥା—ସେ ଦୁହେଁ 'ଜଡ଼ାତେଲ ମେଣ୍ଢାବାଳ' ହୋଇଅଛନ୍ତି ଯେହେତୁ ମେଣ୍ଢାବାଳରେ ଜଡ଼ାତେଲ ମିଶାଇଲେ ତାହା ସହଜରେ ପରସ୍ପର ବିଶିଷ୍ଟ ହୁଏ ନାହିଁ]