ଜନନୀ
ଦେଖଣା
ଜନନୀ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ଜନ୍ମି ଧାତୁ+କର୍ତ୍ତୃ. ଅନ+ ସ୍ତ୍ରୀ ଈ)
[ସମ୍ପାଦନା]- ୧. ଗର୍ଭଧାରଣୀ; ମାତା —୧. Mother.
- ୨. ଦୟା —୨. Mercy; kindness.
- ୩. ଯୁଥିକା; ଯୁଈଫୁଲ —୩. Jasmine.
- ୪. ମଞ୍ଜିଷ୍ଠା —୪. Indian madder.
- ୫. ଚେମଣୀ —୫. House-bat.
ସଂସ୍କୃତ - ବିଶେଷଣ - ସ୍ତ୍ରୀ
[ସମ୍ପାଦନା]ଉତ୍ପାଦିକା —Producing.