ଜନସ୍ଥାନ

ଉଇକିଅଭିଧାନ‌ରୁ

ଜନସ୍ଥାନ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

ଦଣ୍ଡକାରଣ୍ୟର ଅଂଶବିଶେଷ — Name of a part of the forest Daṇḍaka.

[ଦ୍ରଷ୍ଟବ୍ୟ —ଏହି ସ୍ଥାନରେ ରାମଚନ୍ଦ୍ର ଓ ଲକ୍ଷ୍ମଣଙ୍କର ପ୍ରଥମେ ରାକ୍ଷାସମାନଙ୍କ ସଙ୍ଗେ ଭେଟ ଓ ବିଗ୍ରହ ହୋଇଥିଲା]



ଜନସ୍ଥାନ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ନାମ)[ସମ୍ପାଦନା]

୧. ଦଣ୍ଡକାରଣ୍ୟର ମଧ୍ୟବର୍ତ୍ତୀ ସ୍ଥାନ ବିଶେଷ —୧. A region in the middle of the Daṇḍaka forest.

ଦୁଷଣ ତ୍ରିଶିରା ଖର ଅଧ୍ୟାସିତ ଜନସ୍ଥାନ ଯାର ଥିଲା ସନ୍ନିହିତ ରାଧାନାଥ. ଚିଲିକା

୨. ଲୋକାଳୟ; ଜନପଦ —୨. Inhabited country.
୩. ଉପନିବେଶ —୩. A settlement; colony.