ଜନ୍ତା

ଉଇକିଅଭିଧାନ‌ରୁ

ଜନ୍ତା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

(ଯନ୍ତା—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଯନ୍ତ୍ର; ଯମ ଧାତୁ=ନିୟନ୍ତ୍ରିତ କରିବା, ଦମନ କରିବା; ଯନ୍ତ= ନିୟାମକ, ଚାଳକ)[ସମ୍ପାଦନା]

୧. କମାରର ଭାତି; ନିଆଁକୁ ପବନ ଯୋଗାଇବାର ମୁଣା — ୧. Smith's bellows.
୨. ସୁନାରୂପାର ସରୁ ତାର ଟାଣିବା ନିମନ୍ତେ ବଣିଆଙ୍କ ବ୍ୟବହୃତ ଛିଦ୍ରଯୁକ୍ତ ଚଉଡ଼ା ଇଷ୍ପାତଖଣ୍ଡ — ୨. A plate of steel with holes to draw out fine wires of gold and silver.
୩. ବାଘ ଓ ମୂଷାଆଦିଙ୍କୁ ଧରିବା ପାଇଁ କାଠର ପେଡ଼ା ବ ଯନ୍ତ୍ର —୩. Trapan; a trap-house (furnished with a trap door) for catching tigers mice etc.

ବାଘମଲା ଜନ୍ତାରେ ଘିଡ଼ ଘିଡ଼ ଶବଦ କଲା ସମୁଦ୍ର ଗନ୍ତାରେ ତୁତୁଖେଳ. ଶିଶୁଗୀତ


୪. କାଷ୍ଠଖଣ୍ଡକୁ ଡ଼େରି ରଖି ତାହା କରତିବା ନିମନ୍ତେ ବଢ଼େଇ ବା କରତିମାନେ ଯେଉଁ ତ୍ରିକୋଣକାର କାଠର ଘରା ବ୍ୟବହାର କରନ୍ତି — ୪. A triangular frame to support a log of of wood for sawing it.
୫. ଜନ୍ତିବା ପିଠାର ଖଳି ନିମନ୍ତେ ନିଆଁ ଉପରେ ଜଳମିଶ୍ରିତ ଶସ୍ୟଚୂନା ବସାଇ ତାହାକୁ ଚଟୂଦ୍ୱାରା ଦଳିବା — ୫. kneading of dough over the fire by stirring it with a ladle.

ପ୍ରାଦେଶିକ - (ସମ୍ୱଲପୁର ଓ ମେଦିନୀପୁର) ବିଶେଷ୍ୟ -[ସମ୍ପାଦନା]

ପେଷଣ ଯନ୍ତ୍ର; ଚକି —Mill-stone.