ଜନ୍ଦାଖାଇ

ଉଇକିଅଭିଧାନ‌ରୁ

ଜନ୍ଦାଖାଇ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପିଣ୍ଡାର, ପିଣ୍ଡାଳ)[ସମ୍ପାଦନା]

ଏରଣ୍ଡାଦି ବର୍ଗର ଏକ— ପ୍ରକାର ବନ୍ୟ ତରୁ —A kind of wild tree; Trewia Nodiflora; premnum Tomentosa (Haines)

[ଦ୍ରଷ୍ଟବ୍ୟ —ଏହା ଜଳ ନିକଟରେ ଜନ୍ମେ ଏହାର ବକ୍କଳ ତଳେ ଜନ୍ଦାମାନେ ବିଶେଷ ସପରିମାଣରେ ରହନ୍ତି; ଏହାରର ଫଳ ଛୋଟ ଛୋଟ ମାର୍ବଲ୍ ଭଳି ଓ ଅଖାଦ୍ୟ ବସନ୍ତ କାଳରେ ଏ ଗଛ ପତ୍ର— ଝଡ଼ାଦିଏ ପତ୍ର ନ କଅଳୁଣୁଗଛ ଫୁଲ ଧରେ ପତ୍ର ପାନ ପରି ଆକୃତିବିଶିଷ୍ଟ; ଏ ଗଛର କାଠ ନରମା ଅଣ୍ଡିରା ଗଛ ମାଈଗଛ ଠାରୁ ପୃଥକ ଏହା ଫଳର ରସକୁ ବାଲିଜନ୍ଦାଖିଆ ଘାଆରେ ଲଗାଇଲେ କ୍ଷତ ଶୁଖିଯାଏ]