ଜନ୍ ବିମ୍ସ୍

ଉଇକିଅଭିଧାନ‌ରୁ

ଜନ୍ ବିମ୍ସ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ବୈଦେଶିକ - ବିଶେଷ୍ୟ - (ନାମ) (ଇଂ)[ସମ୍ପାଦନା]

ଏକାଧିର ଭାରତୀୟ ଭାଷାରେ ସୁପଣ୍ଡିତ ଓ ହିନ୍ଦୀ, ପଞ୍ଜାବୀ, ମର୍ହଟ୍ଟୀ, ଗୁଜରାଟି, ସିନ୍ଧା ଓ ବଙ୍ଗଳା ଭାଷାମାନଙ୍କ ତୁଳନାମୂଳକ ବ୍ୟାକରଣ ଓ ଭାରତୀୟ ଭାଷାତତ୍ତ୍ୱବିଚାର ବିଷୟକ ଗ୍ରନ୍ଥର ଲେଖକ ସ୍ୱର୍ଗୀୟ ଇଂରାଜ ମନିଷୀ —Name of the late author of modern outlines of Indian philology and Comparative grammar of modern Indian languages (viz. Hindi, Panjabi, Sindhi, Gujarati, Marhattee, Bangalee and Oria).

[ ଦ୍ର—ଏ କେତେ କାଳ କଟକର କଲେକ୍ଟର୍ ଓ ଓଡ଼ିଶାର କମିସନର୍ କର୍ମ କରିଥିଲେ]