ଜପାଇବା
(ଜପେଇବା—ଅନ୍ୟରୂପ)
(ଜପିବାର ଣିଜନ୍ତରୂପ) — (The causative from of Japibā).
ଅନ୍ୟଦ୍ୱାରା ଜପ କରିବା — To cause another person to tell the beads.
ବେଗେ ପୁଷ୍ପକାଳ ହେବାକୁ ମୋ ଶିବ ଶିବମନ୍ତର ଜପାଇବି ଭଞ୍ଜ. ପ୍ରେମସୁଧାନିଧି.