ଜପ୍ତ୍

ଉଇକିଅଭିଧାନ‌ରୁ

ଜପ୍ତ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବଣ. (ଆରବୀ - ଜବ୍ତି; ଜଫ୍ତି)[ସମ୍ପାଦନା]

୧. ଅଟକ ରଖାଯିବା; କ୍ରୋକ କରାଯାଇଥିବା (କୌଣସି ପଦାର୍ଥ) — ୧. Kept under attachment or sezure; restrained; attached
୨. ରାଜା ବା ସରକାରଙ୍କଦ୍ୱାରା ଅଧିକୃତ — ୨. Taken possession of; seized by the king of Governmeent.
୩. ବାଯ୍ୟାପ୍ତ —୩. Resumed.
୪. ନିୟମକୁ ଆନୀତ —୪. Regulated.
୫. ଶାସିତ —୫. Ruled; controlled; checked.
୬. ଅପମାନିତ —୬. Humbled; dishonoured; crestfallen.
୭. ପରାଜିତ —୭. Vanquished.
୮. ଦଣ୍ଡିତ —୮. Punished; taught a lesson.
୯. ତାକିଦ୍ କରାଯାଇଥିବା —୯. Warned.
୧. କୋରଖ୍ ସମ୍ୱନ୍ଧାୟ — ୧୦. Relating to attachment.

ବିଶେଷ୍ୟ - (ଆରବୀ - ଜପ୍ତ୍)[ସମ୍ପାଦନା]

୧. କ୍ରୋକ୍ —୧. Attachment.
୨. ସମ୍ପତ୍ତିକୁ ଅଟକାଇ ରଖିବା — ୨. Talking a property under custody.
୩. ରାଜା ବା ସରକାରଙ୍କଦ୍ୱାରା ଅପରାଧୀର ସମ୍ପତ୍ତି ଅଟକ — ୩. Attachment of the property of an offending lperson by the king by Government.