ଜବା
ଦେଖଣା
ଜବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ଜପ୍ ଧାତୁ+କରଣ. ଅ+ସ୍ତ୍ରୀ. ଆ)
[ସମ୍ପାଦନା]ନାଲି ଓ ଧଳା ମନ୍ଦାର ଫୁଲ — The (red and white) China rose; Hibicus Rosa Sinensis.
ଅନୁବାଦ
[ସମ୍ପାଦନା](ଜବ୍ୱା—ଅନ୍ୟରୂପ)
ବୈଦେଶିକ - ବିଶେଷ୍ୟ - (ଫାରାସୀ - ଜୁବ୍ୱା; ଆରବୀ - ଜବହ୍=ଗଳା କାଟିବା)
[ସମ୍ପାଦନା]- ୧. ଜନ୍ତୁର କଣ୍ଠ କାଟିବା ସମୟରେ ମୁସଲମାନମାନଙ୍କର ପଢ଼ିବା ବା ଯନ୍ତ୍ର —୧. The quaoranic text muttered while cutting the throat of animals by the Mahomedans.
- ୨. କୌଣସି ଜନ୍ତୁର ଗଳା କାଟି ପ୍ରାଣ ନେବା — ୨. Killing an animal by cutting the throat.