ଜବାଇ

ଉଇକିଅଭିଧାନ‌ରୁ

ଜବାଇ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଆରବୀ - ଜବହ୍; ଜବୀହା)[ସମ୍ପାଦନା]

ମୁସଲମାନ୍ମାନଙ୍କଦ୍ୱାରା କୋରାନର ନିର୍ଧିଷ୍ଟ ମନ୍ତ୍ର ପାଠ ପୂର୍ବକ ଈଶ୍ୱରଙ୍କ ନାମ ଉଚ୍ଚାରଣ କରୁ କରୁ ପଶୁପକ୍ଷୀ ଆଦିଙ୍କର କଣ୍ଠଛେଦନ; କୋରାନ ମତେ ପଶୁଚ୍ଛେଦନ; ହଲାଲ୍; ହଲାର୍ —Cutting the throat of animals by Mahomedans while uttering a certain quoranic text.