ଜବାର୍
ଦେଖଣା
ଜବାର୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଫାରାସୀ - ଆରବୀ - ଜବାର୍=ନିକଟବର୍ତ୍ତୀ ପ୍ରଦେଶ)
[ସମ୍ପାଦନା]ସିତାର ଯନ୍ତ୍ରର ଲାଉର ପେଟପାଖ ଉପରେ ଥିବା ପୀଢ଼ା ବା ଚଉକୀ ଉପରେ ତାରକୁ କୌଶଳରେ ବସାଇବା — Mode of regulating the contact of the string of a guiltar with the central support.
[ଦ୍ରଷ୍ଟବ୍ୟ —ଏପରି ବସାଇବାଦ୍ୱାରା ଉକ୍ତ ତାର ସେ ଚଉକୀରେ ଦେହରେ ନାମ ମାତ୍ର ଲାଗିଥାଏ ସିତାରରେ ଜବାର୍ ନ ହେଲେ ସେ ତାରରୁ ମଧୁର ସ୍ୱର ଶୁଣା ଯାଏ ନାହିଁ]