ଜମାଉତ୍ବସ୍ତ୍
ଦେଖଣା
ଜମାଉତ୍ବସ୍ତ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଜମାଉତ୍ବସ୍ତ୍
|
ଜମାତ୍ୱସ୍ତ, ଜମାଏତ୍ୱସ୍ତ୍, ଜମାୟତ୍ୱସ୍ତ୍, ଜମାଓତ୍ୱସ୍ତ୍ଅନ୍ୟରୂପ
ବୈଦେଶିକ - ବିଶେଷ୍ୟ - (ଆରବୀ - ଜମାଅତ୍ୱସ୍ତ୍)
[ସମ୍ପାଦନା]- ୧. ଅବୈଧ ଜନତା; ବେ—ଆଇନ ଜନତା — ୧. Unlawful assembly.
[ଦ୍ରଷ୍ଟବ୍ୟ —ଆଇନ ଅନୁସାରେ ୫ ଜଣରୁ ବେଶି, ଲୋକ କୌଣସି ବେଆଇନ କାର୍ଯ୍ୟ ବା ଅପରାଧ କରିବା ଉଦ୍ଦେଶ୍ୟରେ ଏକତ୍ର ସମବେତ ହେଲେ ତାହାକୁ ଜମାଉତ୍ବସ୍ତ୍ ବୋଲାଯାଏ ଭାରତୀୟ ଦଣ୍ଡବିଧି ଆଇନର ୧୪୧: ଦଫାରେ ଏଥିର ସଂଜ୍ଞା ଓ ତହିଁର ଦଣ୍ଡ ବିଧାନ ୧୪୩: ଦଫାରେ ଅଛି]
ବିଶେଷଣ -
[ସମ୍ପାଦନା]ଅବୈଧ ଉଦ୍ଦେଶ୍ୟରେ ଏକତ୍ର ସମବେତ (ପାଞ୍ଚ ବା ତଦୂର୍ଦ୍ଧ ସଂଖ୍ୟକ ବ୍ୟକ୍ତି) —(five or more persons) Assembled together for some unlawful purpose.