ଜମାଉତ୍‌ବସ୍ତ୍

ଉଇକିଅଭିଧାନ‌ରୁ

ଜମାଉତ୍‌ବସ୍ତ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • ରୋ.ଟ୍ରା. — Jamāut-bast
  • ଆଇ.ପି.ଏ. — ɟˈɔ mˈɔ ˈakaɾ hɾˌɔʃʃoˈu tˈɔ hˈʌlˈʌntɔ lˈetəbˈiːʃˈatoˈekˈo dˌonteʃʃˈɔ hˈʌlˈʌntɔ tˈɔ hˈʌlˈʌntɔ

ଅନୁବାଦ[ସମ୍ପାଦନା]

ଜମାତ୍ୱସ୍ତ, ଜମାଏତ୍ୱସ୍ତ୍, ଜମାୟତ୍ୱସ୍ତ୍, ଜମାଓତ୍ୱସ୍ତ୍ଅନ୍ୟରୂପ

ବୈଦେଶିକ - ବିଶେଷ୍ୟ - (ଆରବୀ - ଜମାଅତ୍ୱସ୍ତ୍)[ସମ୍ପାଦନା]

୧. ଅବୈଧ ଜନତା; ବେ—ଆଇନ ଜନତା — ୧. Unlawful assembly.

[ଦ୍ରଷ୍ଟବ୍ୟ —ଆଇନ ଅନୁସାରେ ୫ ଜଣରୁ ବେଶି, ଲୋକ କୌଣସି ବେଆଇନ କାର୍ଯ୍ୟ ବା ଅପରାଧ କରିବା ଉଦ୍ଦେଶ୍ୟରେ ଏକତ୍ର ସମବେତ ହେଲେ ତାହାକୁ ଜମାଉତ୍‌ବସ୍ତ୍ ବୋଲାଯାଏ ଭାରତୀୟ ଦଣ୍ଡବିଧି ଆଇନର ୧୪୧: ଦଫାରେ ଏଥିର ସଂଜ୍ଞା ଓ ତହିଁର ଦଣ୍ଡ ବିଧାନ ୧୪୩: ଦଫାରେ ଅଛି]

ବିଶେଷଣ -[ସମ୍ପାଦନା]

ଅବୈଧ ଉଦ୍ଦେଶ୍ୟରେ ଏକତ୍ର ସମବେତ (ପାଞ୍ଚ ବା ତଦୂର୍ଦ୍ଧ ସଂଖ୍ୟକ ବ୍ୟକ୍ତି) —(five or more persons) Assembled together for some unlawful purpose.