ଜମାଦାର
ଜମାଦାର
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ବୈଦେଶିକ - ବିଶେଷ୍ୟ - (ଫାରାସୀ - ତୁଳ. ଆ ଜମା=ଲୋକସମୂହ+ଫାରାସୀ - ଦାର୍=ଅଧିକାରୀ)[ସମ୍ପାଦନା]
- ୧୩. ଜଣ ଭାରତୀୟ ସିପାହୀଙ୍କ ଉପରିସ୍ଥ ସୀପାହୀ; ସୁବେଦାରଙ୍କ ନିମ୍ନସ୍ଥ କର୍ମଚାରୀ — ୧. Caption of ୩୦ Indian sepoys; a jemadar.
- ୨. ହେଡ଼୍ କନଷ୍ଟବଲ୍ —୨. Head con ṡtable.
- ୩. ପିଆଦାମାନଙ୍କ ମଧ୍ୟରେ ସରଦାର — ୩. The chief peon; head-peon.
କେତେ ଜମାଦାର ସେବାରେ ତାଙ୍କର ଠାବେ ଠାବେ ବସା କଲେ ବ୍ରଜନାଥ. ସମରତରଙ୍ଗ
- ୪. କୁଲିମାନଙ୍କ ସରଦାର — ୪. Headman amongst a batch of coolies.
- ୫. ଏକ ଶ୍ରେଣୀର ମଧ୍ୟସତ୍ୱାଧିକାରୀ ବା ମୁକୁହମ — ୫. The holder of a tenure of rented land.
[ଦ୍ରଷ୍ଟବ୍ୟ —ଏ ଫାରସୀ ଶବ୍ଦ ଇଂରାଜୀରେ ମଧ୍ୟ ବ୍ୟବହୃତ]